ମେନୋପଜ୍ ପୂର୍ବରୁ ଓ ପରେ ଯତ୍ନ: କେମିତି ନେବେ? | Care during Menopause in Odia | Dr Harpreet Kaur
About this video
ମେନୋପଜ୍ ହେଉଛି ମହିଳାଙ୍କ ଜୀବନରେ ଏକ ଅବସ୍ଥା। ପିରିୟଡ୍ର ଆରମ୍ଭ ହେବା ଦିନରୁ ମେନୋପଜ୍ ପର୍ଯ୍ୟନ୍ତ ମହିଳା ହରମୋନ୍ ଅସନ୍ତୁଳନର ସାମ୍ନା କରିଥାଆନ୍ତି। କେବଳ ମେନୋପଜ୍ ନୁହେଁ ମେନୋପଜ୍ ପରେ ମଧ୍ୟ ମହିଳାଙ୍କଠାରେ ବିଭିନ୍ନ ଶାରୀରିକ ତଥା ମାନସିକ ସମସ୍ୟା ହୋଇପାରେ, ଯାହାର ଚିକିତ୍ସା ମଧ୍ୟ ଉପଲବ୍ଧ ରହିଛି। ଆସନ୍ତୁ, ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ହର୍ପ୍ରିତ୍ କୌରଙ୍କଠାରୁ ମେନୋପଜ୍ ବିଷୟରେ ସମ୍ପୂର୍ଣ୍ଣ ଜାଣିବା।