ପ୍ରିୟଜନଙ୍କୁ ହରାଇବା ଦୁଃଖରୁ ମୁକୁଳିବା କେମିତି? | Dr Sujit Kar on loss of dear ones to COVID-19 in Odia
About this video
ସାରା ବିଶ୍ଵରେ ଏବେ ଦେଖିବାକୁ ମିଳୁଛି କରୋନାର କରାଳ ରୂପ। କେଉଁଠି ଅମ୍ଳଜାନ ଅଭାବରୁ ପ୍ରିୟଜନ ଚାଲିଯିବାର ଖବର ସାମ୍ନାକୁ ଆସୁଥିବା ବେଳେ କେଉଁଠି ନିଜ ପ୍ରିୟଜନଙ୍କୁ ଆକ୍ରାନ୍ତ ହେବ ଦେଖି ମାନସିକ ଅବସ୍ଥା ଶୋଚନୀୟ ହୋଇପଡ଼ୁଛି। ତେବେ ପ୍ରିୟଜନଙ୍କୁ ହରାଇବା ଦୁଃଖରୁ ମୁକୁଳିବା କେମିତି? ଏନେଇ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସୁଜିତ କୁମାର କର କ’ଣ କହୁଛନ୍ତି, ଜାଣନ୍ତୁ।