କାନ୍ଦିବା ବି ଭଲ! | How Crying is Good for your Health in Odia | Dr Samrat Kar
About this video
ହସିବା, କାନ୍ଦିବା, ରାଗିବା ଏ ସବୁ ହେଉଛି ମଣିଷର ଭାବନା। ଏହି ଭାବନାକୁ ପରିପ୍ରକାଶ କରିବା ଜରୁରୀ। କାନ୍ଦିବା ଦ୍ୱାରା ମନ ହାଲୁକା ହୋଇଥାଏ। ଆସନ୍ତୁ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କରଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା। କାନ୍ଦିବା ବି ଭଲ Human emotions generally include happiness, sadness, anger, and so on. It is important to express human emotions. But sometimes, many people cannot control these emotions. There are many people who cry over the smallest things. What does this mean? Is Crying good for health? Let's know more from Dr Samrat Kar, a Psychiatrist. Crying is also good for the health, in Odia