କାହାକୁ ହୋଇପାରେ ସର୍ଭାଇକାଲ କ୍ୟାନ୍ସର? | Dr Suman Das on Cervical Cancer in Odia

Dr Suman Das14 January 202211:256.8K views

About this video

ଗର୍ଭାଶୟର ମୁଖ ଭାଗ, ଯାହାକୁ ସର୍ଭିକ୍ସ କୁହାଯାଏ। ସେଠାରେ କର୍କଟ ହେଲେ ତାକୁ ସର୍ଭାଇକାଲ କ୍ୟାନ୍ସର ବୋଲି କୁହାଯାଏ। ତେବେ ଏହାର ମୁଖ୍ୟ କାରଣ, ଲକ୍ଷଣ ଓ ନିରାକରଣ ବିଷୟରେ କ’ଣ କହୁଛନ୍ତି ବିଶିଷ୍ଟ ରେଡିଏସନ୍ ଅଙ୍କୋଲୋଜିଷ୍ଟ ଡାକ୍ତର ସୁମନ ଦାସ, ଆସନ୍ତୁ ଜାଣିବା।