ହିପ୍‌ ଜଏଣ୍ଟରେ ସମସ୍ୟା: କ’ଣ ରହିଛି ଚିକିତ୍ସା? | Hip Replacement in Odia | Dr Aurobinda Das

Dr Aurobinda Das25 February 20237:132.7K views

About this video

ହିପ୍‌ ଜଏଣ୍ଟରେ ସମସ୍ୟା ହେବାର କାରଣ କ’ଣ? କେତେବେଳେ ଜଣେ ବ୍ୟକ୍ତିଙ୍କର ପ୍ରତିରୋପଣର ଆବଶ୍ୟକତା ପଡ଼ିଥାଏ? ଆସନ୍ତୁ ବିଶିଷ୍ଟ ଅସ୍ଥି ଶଲ୍ୟ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ଦାସଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା।