ଏକଲାପଣ - କେମିତି କରିବେ ଦୂର? । Dr Manoj Kumar Parida on Empty Nest Syndrome in Odia

Dr Manoj Kumar Parida3 May 202111:265.1K views

About this video

ଯେତେବେଳେ ଘରର ପିଲାମାନେ ପଢ଼ିବା ପାଇଁ କିମ୍ବା ଚାକିରି କରିବା ଲାଗି ବାହାରକୁ ଯାଆନ୍ତି। ସେତେବେଳେ ବାପାମା’ମାନେ ପିଲାଙ୍କୁ ଝୁରି ଝୁରି ଏକୁଟିଆ ଅନୁଭବ କରିଥାଆନ୍ତି। ତାକୁ ଏମ୍‌ପ୍ଟି ନେଷ୍ଟ୍‌ ସିଣ୍ଡ୍ରୋମ୍‌ ବା ଏକୁଟିଆପଣ ବୋଲି କୁହାଯାଏ। ଏହି ସମସ୍ୟା ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଅଧିକ ଦେଖାଦିଏ। ଏମ୍‌ପ୍ଟି ନେଷ୍ଟ୍‌ ସିଣ୍ଡ୍ରୋମ୍‌ କ’ଣ? ଏହାର କାରଣ ବିଷୟରେ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ମନୋଜ କୁମାର ପରିଡ଼ାଙ୍କଠାରୁ ଅଧିକ ଜାଣନ୍ତୁ।