ପ୍ରୋଷ୍ଟେଟ୍ ବଢ଼ିଯିବା: କାରଣ ଓ ଚିକିତ୍ସା | Prostate Enlargement in Odia | Dr Sumanta Kumar Mishra
About this video
ସାଧାରଣତଃ ବୟସ ବଢ଼ିଲେ ଏହି ସମସ୍ୟା ହୋଇପାରେ। ତେବେ କାହିଁକି ବଢ଼ିଯାଏ ପ୍ରୋଷ୍ଟେଟ୍ ଗ୍ରନ୍ଥି? ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ସୁମନ୍ତ କୁମାର ମିଶ୍ର କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।