ଆପଣଙ୍କ ସ୍ଵାସ୍ଥ୍ୟ ପାଇଁ ଅଣ୍ଡା | Egg for a Healthy Life | Egg Nutrition | Sushree Tapaswini Das
About this video
‘Eggs for Good Health’ awareness campaign by Swasthya Plus Odia on World Egg Day 2023 is supported by Kenko Eggs - For a Healthy Family. ଅଣ୍ଡାକୁ ପୋଷଣର ଗନ୍ତାଘର ବୋଲି କୁହାଯାଏ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅଣ୍ଡାର ଉପାଦେୟତା ବେଶ ଅଧିକ। ଅଣ୍ଡାରୁ ମିଳୁଥିବା ଆମିନୋ ଏସିଡ୍, ଭିଟାମିନ୍ ବି-୧୨, ଫୋଲିକ୍ ଏସିଡ୍, ସ୍ନେହସାର ଆଦି ମଣିଷକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଆସନ୍ତୁ ବିଶିଷ୍ଟ ଡାଏଟିସିଆନ୍ ସୁଶ୍ରୀ ତପସ୍ଵିନୀ ଦାସଙ୍କଠାରୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅଣ୍ଡାର ଭୂମିକା ବିଷୟରେ ଅଧିକ ଜାଣିବା।