ମା’ କ୍ଷୀର ଶିଶୁ ପାଇଁ ଶ୍ରେଷ୍ଠ ଆହାର | Benefits of Breastfeeding in Odia | Dr Radhanath Satpathy
About this video
ନବଜାତ ଶିଶୁ ପାଇଁ ମା’ କ୍ଷୀର ଅତ୍ୟନ୍ତ ଜରୁରୀ। ଜନ୍ମଠାରୁ ୬ ମାସ ପର୍ଯ୍ୟନ୍ତ କେବଳ ମା’ କ୍ଷୀର ହିଁ ଶିଶୁକୁ ଦେବା ଆବଶ୍ୟକ। ବିଶ୍ୱ ସ୍ତନ୍ୟପାନ ସପ୍ତାହ ଅବସରରେ ପ୍ରଫେସର ଡାକ୍ତର ରାଧାନାଥ ସତପଥୀଙ୍କଠାରୁ ସ୍ତନପାନର ଗୁରୁତ୍ୱ ବିଷୟରେ ଜାଣିବା।