ପେନ୍‌କିଲର ଖାଇବା ଦ୍ୱାରା କିଡ୍‌ନି ଖରାପ ହୋଇଥାଏ କି? | Do Painkillers Affect Kidney? | Dr Sukanta Padhy

Dr Sukanta Padhy10 December 20211:418.2K views

About this video

ଅଧିକାଂଶ ଲୋକଙ୍କର ସାମାନ୍ୟ ଗ୍ୟାସ୍‌, ମୁଣ୍ଡ ବିନ୍ଧା ବା ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେଲେ ପାଖ ମେଡିସିନ୍‌ ଦୋକାନ ଯାଇ ମନଇଛା ପେନ୍‌କିଲର ଆଣି ଖାଇଦେଇଥାଆନ୍ତି, ଯାହାକି ସ୍ୱଳ୍ପ ସମୟ ପାଇଁ ଯନ୍ତ୍ରଣାମୁକ୍ତ କରିଥାଏ ସତ, କିନ୍ତୁ ନାନା ସମସ୍ୟା ଯେପରିକି କିଡ୍‌ନିଜନିତ ସମସ୍ୟାର କାରଣ ହୋଇଥାଏ। ତେବେ ଏନେଇ ଅଧିକ ଜାଣନ୍ତୁ ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ସୁକାନ୍ତ କୁମାର ପାଢ଼ୀଙ୍କଠାରୁ। Most people suffer from mild gas, headaches, or knee pain, and go to the nearest drugstore to eat and drink, which is pain-relieving for a short period of time but causes a number of problems, such as kidney problems. Find out what Urologist Dr Sukanta Kumar Padhy is saying.