ପାର୍କିନସନ ରୋଗ (କମ୍ପବାତ) - କାରଣ, ଲକ୍ଷଣ ଓ ଚିକିତ୍ସା | Dr Amitav Rath on Parkinson's disease
About this video
ପାର୍କିନସନ ରୋଗ ବା କମ୍ପବାତ ହେଉଛି ଏକ ସ୍ନାୟୁଗତ ସମସ୍ୟା। ଉଭୟ ପୁରୁଷ ଏବଂ ମହିଳାମାନେ ଏହି ରୋଗର ଶିକାର ହୋଇପାରନ୍ତି। ମସ୍ତିଷ୍କରେ ଥିବା ଡୋପାମାଇନ୍ ହରମୋନ୍ ହ୍ରାସ ହେଲେ ପାର୍କିନସନ ରୋଗର ଲକ୍ଷଣ ଦେଖାଯାଇଥାଏ। କେତେ ପାର୍କିନସନ ରୋଗର କାରଣ କ'ଣ? ଏହି ରୋଗକୁ କେମିତି ଚିହ୍ନିବେ? ଏନେଇ ବିଶିଷ୍ଟ ସ୍ନାୟୁ ରୋଗ ବିଶେଷଜ୍ଞ ଅମିତାଭ ରଥ କ'ଣ କହୁଛନ୍ତି ଆସନ୍ତୁ ଜାଣିବା।