ଛାତିରେ ଜ୍ୱଳାପୋଡ଼ା, ବଦ୍ହଜମି ସମସ୍ୟା ହେଉଛି କି? | Gas & Acidity: Tips to Relief, Odia |Dr Gadadhar Panda
About this video
ବର୍ତ୍ତମାନ ସମୟରେ ଗ୍ୟାସ୍ ଓ ଏସିଡିଟି ସମସ୍ୟାକୁ ନେଇ ଅନେକ ଚିନ୍ତିତ। ଖାଦ୍ୟପେୟରେ ଅନିୟମିତତା ଯଥା ଅଧିକ ଫାଷ୍ଟ ଫୁଡ୍ ସେବନ, ଅତ୍ୟଧିକ ଛଣାଛଣି ଖାଇବା ଦ୍ଵାରା, ଠିକ୍ ସମୟରେ ନ ଖାଇବା ଏବଂ ବ୍ୟାୟାମର ଅଭାବ କାରଣରୁ ଏହି ସମସ୍ୟା ବଢ଼ିବାରେ ଲାଗିଛି। ଏଥିରୁ କିପରି ପାଇବେ ମୁକ୍ତି? ଆସନ୍ତୁ, ବିଶିଷ୍ଟ ପେଟ ରୋଗ ବିଶେଷଜ୍ଞ ଡାକ୍ତର ଗଦାଧର ପଣ୍ଡାଙ୍କଠାରୁ ଅଧିକ ଜାଣିବା।