କିଡ୍ନି ଫେଲ୍ୟୁୟରକୁ ରୋକିବେ କିପରି? | Prevention of Kidney Failure in Odia | Dr Sukanta Kumar Padhy
About this video
ରକ୍ତକୁ ଛାଣି ଆମ ଶରୀରରେ ଥିବା ବର୍ଯ୍ୟବସ୍ତୁକୁ ମୁତ୍ର ଆକାରରେ ବାହାରକୁ ଛାଡ଼ିବା କିଡ୍ନିର ମୁଖ୍ୟ କାର୍ଯ୍ୟ। ତେଣୁ କିଡ୍ନି ବିନା ଆମ ଜୀବନ ଅସମ୍ଭବ। ବର୍ତ୍ତମାନର ଆଧୁନିକ ଜୀବନଶୈଳୀ ଏବଂ ଅନିୟନ୍ତ୍ରିତ ଖାଦ୍ୟପେୟ ଯୋଗୁଁ କିଡ୍ନି ଫେଲ୍ୟୁୟର ହେବାର ଆଶଙ୍କା ଅଧିକ ରହିଛି। କିଡ୍ନି ଫେଲ୍ୟୁଅର ହେବାର କାରଣ, ଲକ୍ଷଣ ଓ ଚିକିତ୍ସା ସଂପର୍କରେ ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ସୁକାନ୍ତ କୁମାର ପାଢ଼ୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।