କାନ ପାଚିବା, ବନ୍ଦ ନାକ, ଗଳା ଦରଜ – କାରଣ, ଚିକିତ୍ସା |Dr Rajlaxmi Panigrahi on Common ENT Problems in Odia
About this video
ଆମ ଶରୀରରେ କାନ, ନାକ ଏବଂ ଗଳା ପରସ୍ପର ସହିତ ଜଡ଼ିତ। ଏହି ୩ଟି ଅଙ୍ଗରେ ସମସ୍ୟା ଦେଖାଦେଲେ ସମାଧାନ ପାଇଁ ସ୍ୱତନ୍ତ୍ର ବିଭାଗ ରହିଛି, ଯାହାକୁ ଇଏନ୍ଟି ବିଭାଗ କୁହାଯାଏ। ଅନେକ ସମୟରେ ଆମେ କାନ ବିନ୍ଧିବା, କାନ ପାଚିବା, ନାକରୁ ରକ୍ତ ପଡ଼ିବା, ତଣ୍ଟି ପଡ଼ିଯିବା ଭଳି ବିଭିନ୍ନ ସମସ୍ୟାରେ ପଡ଼ିଥାଉ। ଏନେଇ ଅନେକ ଘରୋଇ ଉପଚାର ମଧ୍ୟ କରିଥା’ନ୍ତି। ତେବେ କାନ, ନାକ ଓ ଗଳା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ଚିକିତ୍ସା ବିଷୟରେ ବିଶିଷ୍ଟ କର୍ଣ୍ଣ, ନାଶା ଓ ଗଳା ବିଶେଷଜ୍ଞ ଡାକ୍ତର ରାଜଲକ୍ଷ୍ମୀ ପାଣିଗ୍ରାହୀ କ'ଣ କହୁଛନ୍ତି ଆସନ୍ତୁ ଜାଣିବା। କାନ ବିନ୍ଧିବା ଓ କାନ ପାଚିବାର କାରଣ ଓ ନିରାକରଣ