ଲିଭର ଟ୍ରାନ୍ସପ୍ଲାଣ୍ଟ – କେତେବେଳେ ଓ କାହାକୁ ଦରକାର? | Dr Ashok Choudhury on Liver Transplant in Odia

Dr Ashok Choudhury18 January 202216:192.4K views

About this video

ଯେତେବେଳେ ଲିଭର ଖରାପ ହୁଏ ଓ ଲିଭର କୌଣସି କାର୍ଯ୍ୟ କରିପାରେନି, ସେତେବେଳେ ଲିଭରକୁ ବଦଳାଇ ଗୋଟେ ସୁସ୍ଥ ଲିଭର ପ୍ରତ୍ୟାରୋପଣ କରିବାକୁ ପଡ଼େ। ତାହାକୁ ଲିଭର ଟ୍ରାନ୍ସପ୍ଲାଣ୍ଟ ବା ଯକୃତ ପ୍ରତ୍ୟାରୋପଣ କୁହାଯାଏ। ତେବେ ଜଣେ ବ୍ୟକ୍ତିକୁ କେତେବେଳେ ଲିଭର ଟ୍ରାନ୍ସପ୍ଲାଣ୍ଟ ଦରକାର ପଡ଼େ? କେତେ ସଫଳ ଲିଭର ଟ୍ରାନ୍ସପ୍ଲାଣ୍ଟେସନ୍? ଏନେଇ କ’ଣ କହୁଛନ୍ତି ବିଶିଷ୍ଟ ହେପାଟୋଲୋଜିଷ୍ଟ ଡାକ୍ତର ଅଶୋକ ଚୌଧୁରୀ, ଆସନ୍ତୁ ଜାଣିବା।