ଫୁସ୍ଫୁସ୍ରେ ପାଣି ଜମେ କାହିଁକି? | Dr Samir Sahu on Pulmonary Edema in Odia । Fluid in the Lungs
About this video
ଫୁସ୍ଫୁସ୍ରେ ବାହାର ପରଦାରେ ପ୍ରଦାହ ବା ସଂକ୍ରମଣ ହେଲେ ସେଥିରୁ ପାଣି ବାହାରି ଛାତି ଓ ଫୁସ୍ଫୁସ୍ ମଝିରେ ଜମା ହୁଏ, ଯାହାକୁ ପଲମୋନାରି ଏଡିମା କୁହାଯାଏ। ତେବେ ଫୁସ୍ଫୁସ୍ରେ ପାଣି ଜମା ହେବାର କାରଣ କ’ଣ? ଏହାର ଲକ୍ଷଣ, ପରୀକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ଫୁସଫୁସ ରୋଗ ବିଶେଷଜ୍ଞ ଡାକ୍ତର ସମୀର ସାହୁଙ୍କଠାରୁ ଆସନ୍ତୁ ଜାଣିବା।