ରୁମାଟଏଡ୍ ଆର୍ଥ୍ରାଇଟିସ୍ : ଡାକ୍ତରଙ୍କ ୧୦ଟି ଟିପ୍ସ | Tips for Rheumatoid Arthritis | Prof Dr JR Parida
About this video
ରୁମାଟଏଡ୍ ଆର୍ଥ୍ରାଇଟିସ୍କୁ ନେଇ ଲୋକଙ୍କ ମନରେ ଅନେକ ଦ୍ୱନ୍ଦ୍ୱ ରହିଛି। କେତେକ ଲୋକ ଡେରିରେ ଡାକ୍ତରଙ୍କ ପାଖରେ ପହଞ୍ଚନ୍ତି, ତ କେତେବେଳେ ଅଧାରୁ ଔଷଧ ନେବା ବନ୍ଦ କରିଦିଅନ୍ତି, ତ କେତେବେଳେ ଲୋକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ନାନାଦି ଚିକିତ୍ସର କରନ୍ତି। ତେବେ ଆସନ୍ତୁ ବିଶିଷ୍ଟ ରୁମାଟୋଲୋଜିଷ୍ଟ ପ୍ରଫେସର ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା ରୁମାଟଏଡ୍ ଆର୍ଥ୍ରାଇଟିସ୍କୁ ନେଇ ୧୦ଟି ଟିପ୍ସ ବିଷୟରେ ଆଲୋଚନା କରିଛନ୍ତି। There is a lot of confusion in people’s minds about rheumatoid arthritis. Some people go to the doctor late, sometimes they stop taking medication, and sometimes people succumb to superstition and do various treatments. How to heal from rheumatoid arthritis? Let's find out more from Prof Dr Jyoti Ranjan Parida, a Rheumatologist.