ଆଣ୍ଠୁ ଯନ୍ତ୍ରଣାରୁ କେମିତି ପାଇବେ ମୁକ୍ତି? | Dr Jyoti Ranjan Parida on Knee Pain in Odia | Treatment
About this video
ପିଲାଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଯାଏଁ, ସବୁ ବୟସର ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳୁଛି ଆଣ୍ଠୁ ଯନ୍ତ୍ରଣା। ତେବେ କେମିତି ଆଣ୍ଠୁ ଯନ୍ତ୍ରଣାରୁ ମୁକ୍ତି ପାଇବେ? ବିଶିଷ୍ଟ ରୁମାଟୋଲୋଜିଷ୍ଟ ତଥା ଇମ୍ୟୁନୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ବୟସ୍କ ବ୍ୟକ୍ତିଙ୍କ କାହିଁକି ହୁଏ ଆଣ୍ଠୁ ଯନ୍ତ୍ରଣା? (7.56)