ଗାଉଟ୍ ଆର୍ଥ୍ରାଇଟିସ୍ – କାରଣ ଓ ଚିକିତ୍ସା | Dr Jyoti Ranjan Parida on Uric Acid Arthritis in Odia | Gout

Dr Jyoti Ranjan Parida18 April 202112:12138K views

About this video

ଗାଉଟ୍ ବା ୟୁରିକ୍ ଏସିଡ୍ ଆର୍ଥ୍ରାଇଟିସ୍ ଏକ ପ୍ରକାରର ଗଣ୍ଠିବାତ ରୋଗ। ଶରୀରରେ କେବଳ ୟୁରିକ୍ ଏସିଡର ମାତ୍ରା ବଢ଼ିଗଲେ ଯେ ଗାଉଟ୍ ରୋଗ ହେବ, ତାହା ନୁହେଁ। ଗାଉଟ୍ ରୋଗ ହେବାର ବିଭିନ୍ନ କାରଣ ରହିଛି। ବିଶିଷ୍ଟ ରୁମାଟଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ାଙ୍କଠାରୁ ଗାଉଟ୍ ରୋଗର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଆସନ୍ତୁ ଜାଣିବା।