ଆଣ୍ଠୁଗଣ୍ଠି ବାତ ରୋଗୀ କରନ୍ତୁ ଏହି ଏକ୍ସରସାଇଜ୍ | Knee Pain Relief Exercises in Odia | Rashmita Pandab
About this video
ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗ ସାଧାରଣତଃ ବୟସ୍କ ବ୍ୟକ୍ତିଙ୍କଠାରେ ଅଧିକ ଦେଖାଦିଏ। ବୟସ ଅଧିକ ହେଲେ, ଗଣ୍ଠିରେ ଚାପ ପଡ଼ିଲେ ଆଣ୍ଠୁଗଣ୍ଠି ବାତ ହୋଇଥାଏ। ତେବେ ଏଭଳି ସମସ୍ୟା ଭୋଗୁଥିବା ବ୍ୟକ୍ତି ଏବଂ ଆଣ୍ଠୁ ପ୍ରତିରୋପଣ ପରେ କେଉଁ ଭଳି ଏକ୍ସରସାଇଜ୍ ବା ଫିଜିଓଥେରାପି କଲେ ଆଣ୍ଠୁଗଣ୍ଠି ବିନ୍ଧା ଭଲ ହେବ, ଆସନ୍ତୁ ଫିଜିଓଥେରାପିଷ୍ଟ ରଶ୍ମିତା ପାଣ୍ଡବଙ୍କଠାରୁ ଜାଣିବା। Arthritis is more common in older people. As you get older, the pressure on the joints can lead to knee pain. People can do many exercises to strengthen their knees, which can relieve pain and reduce the risk of injury. So let's know more about some physiotherapy exercises to get relief from unbearable knee pain from Physiotherapist Rashmita Pandab.