ଗର୍ଭ ନଷ୍ଟ ବା ମିସକ୍ୟାରେଜ କାହିଁକି ହୁଏ? | Dr Tanushree Sandipta Rath on Miscarriage in Odia

Dr Tanushree Sandipta Rath27 March 202112:12136K views

About this video

ମହିଳାଙ୍କ ଗର୍ଭଧାରଣର ୨୦ ସପ୍ତାହ ମଧ୍ୟରେ ଯଦି ରକ୍ତସ୍ରାବ ହେଉଛି ବା ଅନ୍ୟ କୌଣସି କାରଣ ଯୋଗୁଁ ଗର୍ଭ ନଷ୍ଟ ହୋଇଯାଉଛି, ତେବେ ତାହାକୁ ଗର୍ଭପାତ ବା ମିସକ୍ୟାରେଜ ବୋଲି କୁହାଯାଏ। ତେବେ ଗର୍ଭପାତର ବିଭିନ୍ନ କାରଣ ସବୁ କ’ଣ? ଗର୍ଭପାତ ପୂର୍ବରୁ କ’ଣ ସବୁ ଲକ୍ଷଣ ଦେଖାଯାଏ? ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ତନୁଶ୍ରୀ ସନ୍ଦିପ୍ତା ରଥ ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।