Skip to main content

ସକାଳୁ ଉଠିବା ପରେ ଥଣ୍ଡା, ଛିଙ୍କ ହେଉଛି କି? | Allergic Rhinitis in Odia | Dr Diptiman Baliarsingh

Dr Diptiman Baliarsingh24 November 20265:374.7K views

About this video

ସକାଳେ ଉଠିବା ପରେ ଅଧିକାଂଶ ଲୋକଙ୍କୁ ବାରମ୍ବାର ଛିଙ୍କ ଓ ଥଣ୍ଡା ହୋଇଥାଏ। କିଛି ସମୟ ପରେ ଏହା ଠିକ୍ ହୋଇଯାଏ। ଯାହାକୁ ଆଲର୍ଜିକ୍ ରାଇନାଇଟିସ୍‌ ବୋଲି କୁହାଯାଏ। ତେବେ ଏହି ଆଲର୍ଜିକ୍ ରାଇନାଇଟିସ୍‌ର କାରଣ କ’ଣ? ଆସନ୍ତୁ, ବିଶିଷ୍ଟ କର୍ଣ୍ଣ ନାଶା ଗଳା ବିଶେଷଜ୍ଞ ଡାକ୍ତର ଦିପ୍ତିମାନ ବଳିଆରସିଂଙ୍କଠାରୁ ଏନେଇ ଅଧିକ ଜାଣନ୍ତୁ। ସକାଳୁ ଉଠିବା ପରେ ଥଣ୍ଡା, ଛିଙ୍କ ହେଉଛି କି? Allergic Rhinitis is a common condition that affects the nasal passages and can interfere with daily activities, sleep and overall quality of life. Proper diagnosis and timely treatment play an important role in managing the condition and improving everyday comfort. Let’s learn more from Dr Diptiman Baliarsingh, an ENT Specialist. What causes Allergic Rhinitis? in Odia