ଶ୍ରବଣ ଦୋଷ - କାନକୁ ଶୁଭୁନି କି? | Dr Swarup Bikash Mishra on Hearing Loss in Odia | Deafness
About this video
କାନକୁ ଶୁଭା ନଯିବା କିମ୍ବା କମ ଶୁଭିବାକୁ ଶ୍ରବଣ ଦୋଷ ବୋଲି କୁହାଯାଏ। ଏହା ଜନ୍ମରୁ ପିଲା ପାଖରେ ଦେଖାଦେଇପାରେ, ବୟସ ବଢ଼ିଲେ କିମ୍ବା ଅନ୍ୟାନ୍ୟ କାରଣ ଯୋଗୁଁ ହୋଇପାରେ। ତେବେ କେମିତି ଏହାର ଚିକିତ୍ସା କରାଯାଏ? ବିଶିଷ୍ଟ ଶ୍ରବଣ ବିଶେଷଜ୍ଞ ଡାକ୍ତର ସ୍ୱରୂପ ବିକାଶ ମିଶ୍ରଙ୍କଠାରୁ ଆସନ୍ତୁ ଏବିଷୟରେ ସବିଶେଷ ତଥ୍ୟ ଜାଣିବା।