ପିଏମ୍‌ଏସ୍‌: ପିରିୟଡ୍‌ସ ପୂର୍ବରୁ ପେଟ ବଥା, ଚିଡ୍‌ଚିଡ଼ା ଲାଗିବା | PMS in Odia | Dr Harpreet Kaur

Dr Harpreet Kaur30 March 20246:436.3K views

About this video

ସାଧାରଣତଃ ଅଧିକାଂଶ ମହିଳାମାନଙ୍କର ୠତୁସ୍ରାବ ହେବା ପୂର୍ବରୁ ପେଟ ବଥା, ଗୋଡ଼ ବଥା, ମୁଡ୍‌ରେ ପରିବର୍ତ୍ତନ ଭଳି ଅନେକ ଲକ୍ଷଣମାନ ଦେଖାଦିଏ, ଯାହାକୁ ପିଏମ୍‌ଏସ୍‌ ବା ପ୍ରି-ମେନ୍‌ଷ୍ଟ୍ରୁଆଲ୍‌ ସିଣ୍ଡ୍ରୋମ୍‌ କୁହାଯାଏ। ଏହା କାହିଁକି ହୁଏ? ଏହା ସାଧାରଣ କି? କେତେବେଳେ ଜଣେ ପ୍ରସୂତି ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ? ଆସନ୍ତୁ ଏ ବିଷୟରେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ହରପ୍ରିତ କୌରଙ୍କଠାରୁ ସବିଶେଷ ତଥ୍ୟ ଜାଣିବା।