ମେରୁଦଣ୍ଡ ଯନ୍ତ୍ରଣା - କାରଣ ଓ ଚିକିତ୍ସା | Dr. P. C Dey on Back Pain (Spine) Causes and Treatment in Odia
Dr P C Dey7 October 202012:5387K views
About this video
ମଣିଷ ଶରୀରର ମେରୁଦଣ୍ଡ ୩୩ ଖଣ୍ଡ ହାଡ଼ରେ ଗଠିତ। ଏହି ହାଡ଼ ମସ୍ତିଷ୍କ, ବେକ, ପିଠି, ଅଣ୍ଟା ଏବଂ ମଳଦ୍ୱାର ଯାଏଁ ବ୍ୟାପିଛି। ମେରୁଦଣ୍ଡର ମଧ୍ୟ ଦେଇ ଏକ ଦଉଡ଼ି ସଦୃଶ ଆକାର ରହିଛି, ଯାହାକୁ ସ୍ପାଇନାଲ କର୍ଡ ବା ସୁଷମ୍ନା କାଣ୍ଡ ବୋଲି କୁହାଯାଏ। ସ୍ପାଇନାଲ କର୍ଡ ଏବଂ ହାଡ଼ରେ କୌଣସି ସମସ୍ୟା ଦେଖାଦେଲେ ମେରୁଦଣ୍ଡ ଯନ୍ତ୍ରଣା ହୋଇଥାଏ। କେଉଁ କାରଣ ପାଇଁ ମେରୁଦଣ୍ଡ ଯନ୍ତ୍ରଣା ହୋଇଥାଏ? ଏହାର ନିରାକରଣ ଏବଂ ଚିକିତ୍ସା କ'ଣ? ଏନେଇ ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ପରେଶ ଚନ୍ଦ୍ର ଦେ କ'ଣ କହୁଛନ୍ତି ଆସନ୍ତୁ ଜାଣିବା।