ହାର୍ଟ ଆଟାକ୍‌କୁ ରୋକିବେ କିପରି? | Heart Attack in Odia | Dr Hemant Behera

Dr Hemant Behera20 December 202217:465.0K views

About this video

ହାର୍ଟ ଆମ ଶରୀରର ମୁଖ୍ୟ ଅଙ୍ଗ। ଶରୀରର ପ୍ରତ୍ୟେକ ଅଙ୍ଗକୁ ରକ୍ତ ସଂଚାଳନା କରିଥାଏ ହାର୍ଟ। ଯଦି କୌଣସି କାରଣରୁ ହୃତ୍‌ପିଣ୍ଡରେ ସମସ୍ୟା ଦେଖାଯାଏ, ତେବେ ହାର୍ଟ ଆଟାକ ହେବାର ଆଶଙ୍କା ରହିଥାଏ। ତେବେ ହାର୍ଟ ଆଟାକକୁ ଚିହ୍ନିଲେ ସିନା ଏହାର ଚିକିତ୍ସା କରିବେ। ଆସନ୍ତୁ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ହେମନ୍ତ ବେହେରାଙ୍କଠାରୁ ଏବିଷୟରେ ଅଧିକ ଜାଣିବା।