ତ୍ୱଚାରେ ଆଲର୍ଜି କାହିଁକି ହୋଇଥାଏ? | Dr T Sundar Sahoo on Skin Allergy in Odia | Symptoms & Treatment

Dr T Sundar Sahoo2 November 202110:5546K views

About this video

ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ କେବେ ନା କେବେ ଆଲର୍ଜିର ଶିକାର ହୋଇଥିବେ, କୌଣସି ଖାଦ୍ୟ ଯୋଗୁଁ ହେଉଥାଉ ବା ଧୂଳି, ମେଡିସିନ୍‌ ତଥା ଏମିତି କୌଣସି ବସ୍ତୁ ଯୋଗୁଁ ତ୍ୱଚାରେ ଆଲର୍ଜି ହୋଇଥାଏ। ତେବେ ଏହାର କାରଣ, ଲକ୍ଷଣ, ଚିକିତ୍ସା ବିଷୟରେ କ’ଣ କହୁଛନ୍ତି ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଟି ସୁନ୍ଦର ସାହୁ ଆସନ୍ତୁ ଜାଣିବା।