ଚର୍ମ ଜନିତ ଆଲର୍ଜି: କେମିତି ଭଲ ହେବ? | Skin Allergy: Symptoms & Treatment in Odia | Dr Swati Sarangi

Dr Swati Sarangi17 February 202411:2837K views

About this video

ତ୍ୱଚାରେ ଆଲର୍ଜି ବିଭିନ୍ନ କାରଣରୁ ହୋଇପାରେ। କେତେ ଜଣଙ୍କୁ କୌଣସି ଖାଦ୍ୟରୁ ଆଲର୍ଜି ହୋଇପାରେ ତ କେତେ ଜଣଙ୍କୁ ଅଳଙ୍କାରରୁ, ସୂର୍ଯ୍ୟ କିରଣରୁ ବା କୌଣସି କାରଣ ନ ଥାଇ ତ୍ୱଚାରେ ଆଲର୍ଜି ହୋଇପାରେ। ଆଲର୍ଜି ଯୋଗୁଁ ତ୍ୱଚା କୁଣ୍ଡାଇ ହୋଇଥାଏ, ଲାଲ ଲାଲ ପଡ଼ିଥାଏ ଏବଂ କଳା ପଡ଼ିଯାଏ। ଏହି ଭିଡିଓରେ ଚର୍ମ ଆଲର୍ଜିର ବିଭିନ୍ନ କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ସ୍ୱାତୀ ଷଡ଼ଙ୍ଗୀ କ’ଣ କହୁଛନ୍ତି, ଜାଣିବା।