ପାନିକ୍‌ ଆଟାକ୍‌ ହେଲେ କ’ଣ କରିବେ? | Tips for Coping with Panic Attacks, in Odia | Dr Swayam Prava Baral

Dr Swayam Prava Baral30 June 20228:4812K views

About this video

କୌଣସି ପରିସ୍ଥିତିରେ ହଠାତ୍‌ ଡରି ଯିବା ବା ନର୍ଭସ ହୋଇଯିବା, ଗୋଡ଼ ହାତ ଥରିବା, ଝାଳ ବାହାରିବା ହୋଇପାରେ ପାନିକ୍‌ ଆଟାକ୍‌ର ଲକ୍ଷଣ। ତେବେ ପାନିକ୍‌ ଆଟାକ୍‌ ହେଲେ ନିଜକୁ କେମିତି ସମ୍ଭାଳିବେ କିମ୍ବା ଆପଣଙ୍କ ପାଖରେ କାହାକୁ ପାନିକ୍‌ ଆଟାକ୍‌ ଆସିଲେ ତାଙ୍କୁ କିପରି ସାହାଯ୍ୟ କରିବେ? ଏନେଇ ଆସନ୍ତୁ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସ୍ୱୟଂ ପ୍ରଭା ବରାଳ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।