କାନ, ନାକ, ଗଳା ସମସ୍ୟା ଓ ଚିକିତ୍ସା | Dr Rajlaxmi Panigrahi on Ear pain, runny nose & sore throat

Dr Rajlaxmi Panigrahi18 February 202113:2328K views

About this video

ସାଧାରଣରେ କାନ ବିନ୍ଧିବା, କାନ ପାଚିବା, ନାକରୁ ରକ୍ତ ପଡ଼ିବା, ତଣ୍ଟି ପଡ଼ିଯିବା, ଗଳା ଦରଜ ଭଳି ବିଭିନ୍ନ ସମସ୍ୟା ଦେଖାଦଇଥାଏ। ତେବେ ଏହା ସାଧାରଣ ସମସ୍ୟା ପାଇଁ ହେଉଛି ନା କୌଣସି ରୋଗ କାରଣରୁ, ତାହା ଆମକୁ ଜାଣିବା ଦରକାର। ବିଶିଷ୍ଟ କର୍ଣ୍ଣ, ନାଶା ଓ ଗଳା ବିଶେଷଜ୍ଞ ଡାକ୍ତର ରାଜଲକ୍ଷ୍ମୀ ପାଣିଗ୍ରାହୀଙ୍କଠାରୁ ଏବିଷୟରେ ଆସନ୍ତୁ ଅଧିକ ଜାଣିବା।