କୋଭିଡ୍‌ ଚିକିତ୍ସାରେ ଏକ୍‌ମୋ ମେସିନ୍‌ । Prof. Dr Narayan Mishra on ECMO Machine in Odia

Dr Narayan Mishra12 June 202111:163.0K views

About this video

ଏକ୍‌ମୋ ହେଉଛି ଏକ୍ସଟ୍ରା କର୍ପୋରିଆଲ୍‌ ମେମ୍ବ୍ରେନ୍‌ ଅକ୍ସିଜେନେସନ୍‌ ମେସିନ୍‌। ଏହାର ଅର୍ଥ ହେଲା ଆମ ଶରୀରର ରକ୍ତକୁ ବାହାରକୁ ଆଣି ତାହା ପରିଷ୍କାର କରିବା ପରେ ପୁଣିଥରେ ଅକ୍ସିଜେନ୍‌ ସହିତ ଶରୀର ଭିତରକୁ ଛାଡ଼ିବ। ଏହାକୁ କୁତ୍ରିମ ଫୁସ୍‌ଫୁସ୍‌ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ କୋଭିଡ୍‌ ଚକିତ୍ସାରେ ଏକ୍‌ମୋ ମେସିନ୍‌ର ଉପଯୋଗିତା କେତେ? ଏନେଇ ବିସ୍ତୃତ ଭାବରେ କହିଛନ୍ତି ବରିଷ୍ଠ ଛାତିରୋଗ ବିଶେଷଜ୍ଞ ପ୍ରଫେସର୍‌ ଡାକ୍ତର ନାରାୟଣ ମିଶ୍ର। ଏକ୍‌ମୋ ମେସିନ୍ କ’ଣ? ଏକ୍‌ମୋ ମେସିନ୍ କିପରି କାମ କରେ?. କୋଭିଡ୍ ବେଳେ ଏକ୍‌ମୋ ମେସିନ୍ କିପରି ସାହାଯ୍ୟ କରେ? କୋଭିଡ୍ ଲକ୍ଷଣ ଥିଲେ ଚିକିତ୍ସାରେ ବିଳମ୍ବ କରନ୍ତୁ ନାହିଁ Extracorporeal Membrane Oxygenation (ECMO) stands for extracorporeal membrane oxygenation. It works by temporarily drawing blood from the body to allow artificial oxygenation of the red blood cells and removal of carbon dioxide with a machine. So how useful is the ECMO machine in COVID? Find out more in detail by Prof. Dr Narayan Mishra, a Pulmonary Medicine Specialist. What is an ECMO machine? How does an ECMO machine work? How does an ECMO machine help during COVID? Do not delay in treatment if you have symptoms of COVID