ସୋସିଆଲ ମିଡିଆ ଯୋଗୁଁ ହୋଇପାରେ ହାର୍ଟ ଆଟାକ୍ | Can Social Media cause a Heart Attack? | Dr Lingaraj Nath
About this video
ସୋସିଆଲ ମିଡିଆ ସିଧାସଳଖ ନହେଉ ପଛେ ଆମ ସ୍ୱାସ୍ଥ୍ୟକୁ ଅନେକାଂଶରେ କ୍ଷତି ପହଞ୍ଚାଏ। ଅତ୍ୟଧିକ ସୋସିଆଲ ମିଡିଆର ବ୍ୟବହାର ଏକ ନିଶା ଭଳି ଆମ ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପକାଉଛି। ଫଳରେ ଅଳସୁଆପଣ, ନିଦ୍ରାରେ ଅସୁବିଧା, ଅସ୍ଵାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ବଢ଼ିବାରେ ଲାଗିଛି। ଏସମସ୍ତ କାରଣ ଜଣେ ବ୍ୟକ୍ତିକୁ ହାର୍ଟ ଆଟାକ୍ ଆଡ଼କୁ ଟାଣି ନେଉଛି। ଆସନ୍ତୁ ଏବିଷୟରେ ଅଧିକ ଜାଣିବା ହୃଦରୋଗ ବିଶେଷଜ୍ଞ ଡାକ୍ତର ଲିଙ୍ଗରାଜ ନାଥଙ୍କଠାରୁ ଏହି ଭିଡିଓରେ।