ଅଲଜାଇମର: କାରଣ, ଲକ୍ଷଣ ଓ ଚିକିତ୍ସା | Alzheimer's Disease in Odia | Dr Sushant Kumar Khilar
About this video
ଅଲଜାଇମର ଏକ ପ୍ରକାର ରୋଗ, ଯେଉଁଥିରେ ବ୍ୟକ୍ତିଙ୍କର ମନେ ରଖିବା ଶକ୍ତି କମିଯାଏ, ଧୀରେ ଧୀରେ ବ୍ୟକ୍ତି ନିଜର ନିତିଦିନିଆ କାର୍ଯ୍ୟ କରିବାକୁ ଭୁଲିଯାଏ। ଆସନ୍ତୁ, ବିଶିଷ୍ଟ ନ୍ୟୁରୋଲୋଜିଷ୍ଟ ଡାକ୍ତର ସୁଶାନ୍ତ କୁମାର ଖିଲାରଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା।