ଗର୍ଭାବସ୍ଥାରେ ରକ୍ତହୀନତା: କ’ଣ ହୋଇପାରେ ସମସ୍ୟା | Anaemia during Pregnancy, in Odia | Dr Monica Gupta
About this video
ଗର୍ଭାବସ୍ଥାରେ ଆନେମିଆ ବା ରକ୍ତହୀନତାର ଅଭାବ ଦେଖାଦେଲେ ଉଭୟ ମା' ଏବଂ ଗର୍ଭସ୍ଥ ଶିଶୁ ଉପରେ ପ୍ରଭାବ ପଡ଼ିଥାଏ। ଆସନ୍ତୁ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ମୋନିକା ଗୁପ୍ତାଙ୍କଠାରୁ ଜାଣିବା ଗର୍ଭାବସ୍ଥାରେ ଆନେମିଆ ସମ୍ପକରେ।