ଶିଶୁ ପାଇଁ ମା’ କ୍ଷୀର କେତେ ଜରୁରୀ? | Dr Nirmal Kumar Mohakud on Breastfeeding for your Baby
About this video
ଶିଶୁ ଜନ୍ମ ହେବାର ୬ ମାସ ଯାଏଁ କେବଳ ମା’ କ୍ଷୀର ଖାଇବା ଦରକାର। ମନେ ରଖନ୍ତୁ, ୬ ମାସ ଯାଏଁ ଶିଶୁକୁ ଅନ୍ୟ କୌଣସି ଖାଦ୍ୟ ଖୁଆଇବେ ନାହିଁ। ଶିଶୁ ବିକାଶ ପାଇଁ ଏହା ନିତ୍ୟାନ୍ତ ଜରୁରୀ। ତେବେ ନବଜାତ ଶିଶୁ ପାଇଁ ମା’ କ୍ଷୀର କାହିଁକି ଜରୁରୀ? ନବଜାତ ଶିଶୁର ଯତ୍ନ ନେବେ? ଏନେଇ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ନିର୍ମଳ କୁମାର ମହାକୁଡ କ'ଣ କହୁଛନ୍ତି ଆସନ୍ତୁ ଜାଣିବା। ଶିଶୁ ଜନ୍ମ ପରେ ମା’ କ୍ଷୀର ଖାଇବାକୁ ଦିଅନ୍ତୁ ନବଜାତ ଶିଶୁର ଯତ୍ନ ନେବେ କେମିତି? ଶିଶୁ ପାଇଁ ମା' କ୍ଷୀର କେତେ ଜରୁରୀ? ସ୍ତନ୍ୟପାନ ମା'ର ସ୍ୱାସ୍ଥ୍ୟ ପାଇଁ ଭଲ ଶିଶୁ ଜନ୍ମ ପରେ ମା'ମାନେ କ'ଣ ଖାଇବେ? Breastfeeding should be done until 6 months after the baby is born. Remember don’t give any other food to your child for up to 6 months. This is very important for child development. So why is breast milk important for newborns? How to Take care of a newborn baby? Let's find out now from Dr Nirmal Kumar Mohakud, a Pediatrician. Breastfeed a baby immediately after birth How to take care of a newborn baby? Importance is breastfeeding for infants Breastfeeding is good for the health of the mother What will mothers eat after the baby is born?