ଯୋନି କୁଣ୍ଡାଇ ହେବା, ଦୁର୍ଗନ୍ଧ ସ୍ରାବ ହେଉଛି କି? | Vaginal Discharge in Odia | Dr Swapnita Hota
About this video
ଯୋନିରୁ ସ୍ରାବ ହେବା ସାଧାରଣ ଜିନିଷ। ହେଲେ ବେଳେ ବେଳେ ଏହାର ରଙ୍ଗ ଓ ଏହାର ଗନ୍ଧ ଅସ୍ୱାଭାବିକ ହୋଇଥାଏ। ସେତେବେଳେ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଜରୁରୀ। ଆସନ୍ତୁ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସ୍ୱପ୍ନିତା ହୋତା କ’ଣ କହୁଛନ୍ତି, ଜାଣିବା।