Skip to main content

କେମିତି ନିୟନ୍ତ୍ରଣ କରିବେ କୋଲେଷ୍ଟ୍ରୋଲ? | How to control Cholesterol? in Odia | Dr Binaya Bhusan Binakar

Dr Binaya Bhusan Binakar21 June 20264:54874 views

About this video

ଅତ୍ୟଧିକ ଚର୍ବିଜାତୀୟ ତଥା ତେଲ ମସଲା ଖାଦ୍ୟ ଖାଇବା ଫଳରେ ଆମ ଶରୀରରେ କୋଲେଷ୍ଟ୍ରୋଲର ମାତ୍ରା ବଢ଼ି ଯାଇଥାଏ। ଯଦି ଶରୀରରେ କୋଲେଷ୍ଟ୍ରୋଲର ମାତ୍ରାକୁ ନିୟନ୍ତ୍ରଣ କରିବେ ନାହିଁ, ତେବେ ଏହା ଡାଏବେଟିସ୍, ଉଚ୍ଚ ରକ୍ତଚାପ ଭଳି ବିଭିନ୍ନ ଦୂରାରୋଗ୍ୟ ସୃଷ୍ଟି କରିପାରେ। ଶରୀରରେ କୋଲେଷ୍ଟ୍ରୋଲ ମାତ୍ରା କିପରି ନିୟନ୍ତ୍ରଣ କରିବେ? ଆସନ୍ତୁ ଜାଣିବା ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ବିନୟ ଭୂଷଣ ବିଣାକରଙ୍କଠାରୁ। କେମିତି ନିୟନ୍ତ୍ରଣ କରିବେ କୋଲେଷ୍ଟ୍ରୋଲ? High Cholesterol refers to elevated levels of cholesterol in the blood, particularly LDL (bad) cholesterol. It's important to control high cholesterol because it significantly increases the risk of cardiovascular diseases, such as heart disease and stroke. Let's learn more from Dr Binaya Bhusan Binakar, a Cardiologist. How to control High Cholesterol? in Odia