ଅଳ୍ପ ବୟସରୁ ଅଟିଜିମକୁ କିପରି ଚିହ୍ନିବେ? | Dr Satyakam Mohapatra on Autism in Odia
About this video
ଅଟିଜିମକୁ ଓଡ଼ିଆରେ ସ୍ୱପରାୟଣତା ବୋଲି କୁହାଯାଏ। ଏହା ହେଉଛି ଶୈଶବ ଅବସ୍ଥାରେ ଦେଖାଦେଉଥିବା ମସ୍ତିଷ୍କ ବିକାଶ ସମ୍ବନ୍ଧୀୟ ମାନସିକ ସମସ୍ୟା। ଏହି ସମସ୍ୟା ଥିଲେ ପିଲାମାନେ ଅନ୍ୟ ଲୋକମାନଙ୍କ ସହିତ ସାମାଜିକ ଭାବ ବିନିମୟ କରିପାରନ୍ତି ନାହିଁ। ଭାରତରେ ପାଖାପାଖି ୫୦ ଲକ୍ଷ ପିଲା ଅଟିଜିମ୍ ରୋଗ ଦ୍ୱାରା ଆକ୍ରାନ୍ତ। ତେବେ ଅଟିଜିମ୍ କ’ଣ? ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ସ୍ନାୟୁ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ର କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।