ମୋଟାପଣରୁ କେମିତି ପାଇବେ ମୁକ୍ତି? | Dr Nayan Ranjan Nanda on Obesity in Odia | Causes & Treatment

Dr Nayan Ranjan Nanda22 November 20209:1653K views

About this video

ବର୍ତ୍ତମାନ ମୋଟାପଣ ଏକ ସାଧାରଣ ସମସ୍ୟା ଭାବେ ଦେଖିବାକୁ ମିଳୁଛି। ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଏବଂ ଶାରୀରିକ ପରିଶ୍ରମର ଅଭାବ ଯୋଗୁଁ ଏହି ସମସ୍ୟା ବଢ଼ିବାରେ ଲାଗିଛି। ତେବେ ମୋଟାପଣ ଯୋଗୁଁ ଡାଏବେଟିସ୍, ବ୍ଲଡପ୍ରେସର୍, ବ୍ରେନ୍ ଷ୍ଟ୍ରୋକ୍ ଭଳି ବିଭିନ୍ନ ଦୂରାରୋଗ୍ୟ ହେବାର ଅଧିକ ଆଶଙ୍କା ରହିଛି। ଆସନ୍ତୁ ବିଶିଷ୍ଟ ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ନୟନ ରଞ୍ଜନ ନନ୍ଦଙ୍କଠାରୁ ମୋଟାପଣରୁ ମୁକ୍ତି ପାଇବାର ଉପାୟ ବିଷୟରେ ଜାଣିବା। ମୋଟାପଣ କାହାକୁ କୁହାଯାଏ? ମୋଟାପଣ ଜନିତ ବିଭିନ୍ନ ସମସ୍ୟା ମୋଟାପଣରୁ କେମିତି ପାଇବେ ମୁକ୍ତି? ମୋଟାପଣର ଚିକିତ୍ସା ପାଇଁ ବାରିଆଟ୍ରିକ୍ ସର୍ଜରୀ Obesity is now a common problem. The problem is exacerbated by unhealthy diet and lack of physical exercise. Obesity leads to a higher risk of developing various chronic diseases such as diabetes, high blood pressure, brain stroke etc. Let's find out how to get rid of obesity from Dr Nayan Ranjan Nanda a surgical gastroenterologist. What is Obesity? Problems due to Obesity How to get rid of Obesity? Bariatric Surgery for the Treatment of Obesity