Skip to main content

ମାଛଆଖିଆରୁ କେମିତି ପାଇବେ ମୁକ୍ତି? | Foot Corn: How to Treat? in Odia | Dr Mrunmayee Behera

Dr Mrunmayee Behera19 September 202610:4712K views

About this video

ମାଛଆଖିଆ ହେଉଛି ଏକ ପ୍ରକାର ଚର୍ମରୋଗ ସମସ୍ୟା। ପାଦରେ ବାରମ୍ବାର ଚାପ ଓ ଚର୍ମରେ ଘର୍ଷଣ ଯୋଗୁଁ ଏହି ସମସ୍ୟା ଦେଖାଦେଇଥାଏ। ଫଳରେ ଏହା ଚର୍ମକୁ କଠିନ କରିଦେଇଥାଏ ଏବଂ ଚାଲିବାରେ ଯନ୍ତ୍ରଣା ଅନୁଭବ ହୁଏ। ମାଛଆଖିଆର ଚିକିତ୍ସା କିପରି ହୁଏ? ମାଛଆଖିଆ ହୋଇଥିଲେ କ’ଣ କରିବେ ନାହିଁ? ଆସନ୍ତୁ ବିଶିଷ୍ଟ ଜେନେରାଲ ଫିଜିସିଆନ ଡାକ୍ତର ମୃଣ୍ମୟୀ ବେହେରାଙ୍କଠାରୁ ଏନେଇ ଅଧିକ ଜାଣିବା।