କରୋନା ଭୂତାଣୁଠାରୁ କେମିତି ରହିବା ସୁରକ୍ଷିତ?| Dr. Rajlaxmi Panigrahi - Protection from Coronavirus - Odia

Dr Rajlaxmi Panigrahi21 May 202011:20114K views

About this video

ମୁଖ୍ୟତଃ ଆମ ପାଟି ଓ ନାକ ଦେଇ କରୋନା ସଂକ୍ରମଣ କରିବାର ସମ୍ଭାବନା ବେଶ ଅଧିକ ଥାଏ। ତେବେ କରୋନା ଭୂତାଣୁଠାରୁ କିଭଳି ସୁରକ୍ଷିତ ରହିବା। ଏନେଇ କର୍ଣ୍ଣ ନାଶା ଗଳା (ଇଏନଟି) ବିଶେଷଜ୍ଞ ଡାକ୍ତର ରାଜଲକ୍ଷ୍ମୀ ପାଣିଗ୍ରାହୀ କ'ଣ କହୁଛନ୍ତି ଆସନ୍ତୁ ଜାଣିବା।