ସୋରିଆସିସ୍‌ ଡିଆଁ ରୋଗ କି? | Dr Kishan Agarwal on Psoriasis in Odia | Causes & Treatment

Dr Kishan Agarwal22 December 202018:1780K views

About this video

ସୋରିଆସିସ୍‌ ହେଉଛି ଅଟୋ ଇମ୍ୟୁନ୍‌ ରୋଗ। ଏହି ରୋଗ ହେଲେ ଚର୍ମରେ କଏନ୍‌ ଆକୃତିର ଲାଲ ପଡ଼ିଯାଏ ଏବଂ ତ୍ୱଚାରୁ ମାଛ କାତି ଭଳି ଚୋପା ଛାଡ଼େ। ତେବେ ସୋରିଆସିସ୍‌ ରୋଗ କ’ଣ? ଏହା ଏକ ଡିଆଁ ରୋଗ କି? ଏହାର କାରଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର କିଶନ ଅଗରଓ୍ୱାଲ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।