ଅସ୍ୱାଭାବିକ ଋତୁସ୍ରାବ କାହିଁକି ହୁଏ? । Dr Indira Palo on Abnormal Uterine Bleeding (AUB) in Odia

Dr Indira Palo19 June 202115:317.1K views

About this video

ଅସ୍ୱାଭାବିକ ଋତୁସ୍ରାବ କ’ଣ ଓ ଏହା କାହିଁକି ହୁଏ? ଅସ୍ଵାଭାବିକ ରକ୍ତସ୍ରାବର କ’ଣ କ’ଣ କାରଣ ଥାଇପାରେ? ଜଣେ ମହିଳାଙ୍କ ପାଖରେ କ’ଣ କ’ଣ ଲକ୍ଷଣ ଦେଖାଦେଲେ ସେ ଚିକିତ୍ସା ପାଇଁ ଯିବା ଦରକାର? ଏନେଇ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଇନ୍ଦିରା ପାଳ କ’ଣ କହୁଛନ୍ତି, ଜାଣନ୍ତୁ।