ଗର୍ଭଧାରଣରେ ସମସ୍ୟା: ହୋଇପାରେ ପିସିଓଏସ୍ | PCOS & Pregnancy in Odia | Treatment | Dr Alakta Das
About this video
ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍ ବା ପିସିଓଏସ୍ ହେଉଛି ଏକ ପ୍ରକାର ହରମୋନ୍ ଜନିତ ସମସ୍ୟା। ଏହା ଫଳରେ ଜଣେ ମହିଳାଙ୍କର ପିରିୟଡ୍ସରେ ଅନିୟମିତତା ଏବଂ ଗର୍ଭଧାରଣରେ ସମସ୍ୟା ହୋଇଥାଏ। କିନ୍ତୁ, ସୁସ୍ଥ ଜୀବନଶୈଳୀ, ଖାଦ୍ୟପେୟରେ ପରିବର୍ତ୍ତନ ଏବଂ ଡାକ୍ତରଙ୍କ ପରାମର୍ଶ ଦ୍ୱାରା ପିସିଓଏସ୍କୁ ପରିଚାଳନା କରାଯାଇପାରିବ। ଆସନ୍ତୁ, ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅଲକ୍ତା ଦାସଙ୍କଠାରୁ ପିସିଓଏସ୍ ଏବଂ ଗର୍ଭାବସ୍ଥା ବିଷୟରେ ଅଧିକ ଜାଣିବା।