ଫୁସ୍‌ଫୁସ୍‌ ଏଡିମା: ଲକ୍ଷଣ ଓ ଚିକିତ୍ସା | Pulmonary Edema / Water in the Lungs | Dr Sarat Kumar Behera

Dr Sarat Kumar Behera20 April 20249:342.1K views

About this video

ଫୁସ୍‌ଫୁସ୍‌ରେ ଜଳୀୟ ଅଂଶ ବେଶୀ ରହିଲେ ଏହାକୁ ପଲମୋନାରି ଏଡିମା କୁହାଯାଏ। ଏହି ସମସ୍ୟା ଯୋଗୁଁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ସୃଷ୍ଟି ହୋଇଥାଏ। ଆସନ୍ତୁ ବିଶିଷ୍ଟ ଫୁସ୍‌ଫୁସ୍‌ ରୋଗ ବିଶେଷଜ୍ଞ ଡାକ୍ତର ଶରତ କୁମାର ବେହେରାଙ୍କଠାରୁ ପଲମୋନାରି ଏଡିମାର କାରଣ, ଲକ୍ଷଣ ଏବଂ ଚିକିତ୍ସା ବିଷୟରେ ଜାଣିବା।