ସିଓପିଡି - କାରଣ, ଲକ୍ଷଣ ଓ ଚିକିତ୍ସା | Dr Debasis Behera on COPD in Odia | Causes & Treatment
About this video
ସିଓପିଡି ବା ଶ୍ୱାସ ରୋଗ ଏକ ଫୁସ୍ଫୁସ୍ ଜନିତ ସମସ୍ୟା। ଏହା ହେଲେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୁଏ, ନିଶ୍ୱାସ ନେବାରେ କଷ୍ଟ ଅନୁଭୂତ ହୁଏ ଓ ଶରୀରକୁ ସଠିକ ପରିମାଣରେ ଅକ୍ସିଜେନ୍ ମିଳିପାରେ ନାହିଁ ଏବଂ କାର୍ବନଡାଇଅକ୍ସାଇଡ୍ ବାହାରିପାରେ ନାହିଁ। ତେବେ ସିଓପିଡିର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ଶ୍ୱାସ ରୋଗ ବିଶେଷଜ୍ଞ ଡାକ୍ତର ଦେବାଶିଷ ବେହେରା କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।