Skip to main content

ବାରମ୍ବାର ଗ୍ୟାସ୍‌: କୌଣସି ରୋଗର ଲକ୍ଷଣ ନୁହେଁ ତ? | Treatment of Gastritis in Odia | Dr Motij Kumar Dalai

Dr Motij Kumar Dalai14 July 202610:19401 views

About this video

ଗ୍ୟାସ୍‌ ରୋଗ ବା ଗ୍ୟାଷ୍ଟ୍ରାଇଟିସ୍ ଏକ ଜୀବନଶୈଳୀଜନିତ ରୋଗ। ଖାଦ୍ୟପେୟରେ ଅନିୟମିତତା କାରଣରୁ ଗ୍ୟାସ୍‌ ତଥା ଏହାସହ ଜଡ଼ିତ ବିଭିନ୍ନ ଲକ୍ଷଣ ଦେଖାଦିଏ। କିପରି କରିବେ ଗ୍ୟାସ୍‌ ରୋଗର ଚିକିତ୍ସା? ଆସନ୍ତୁ, ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ମୋତିଜ କୁମାର ଦଳାଇ ଏନେଇ କ’ଣ କହୁଛନ୍ତି ଜାଣିବା।