Skip to main content

ଲୁପସ୍‌: କାରଣ ଓ ଲକ୍ଷଣ | What is Lupus (SLE)? in Odia | Symptoms & Treatment | Dr Debasis Patro

Dr Debasis Patro9 May 20267:54661 views

About this video

ଲୁପସ୍‌ ରୋଗ ଏକ ଅଟୋ ଇମ୍ୟୁନ୍‌ ରୋଗ। ଯେଉଁଥିରେ ଶରୀରର ରୋଗ ପ୍ରତିରୋଧକାରୀ ଶକ୍ତି ଭୁଲବଶତଃ ନିଜ ଶରୀରର ଅଙ୍ଗପ୍ରତ୍ୟେଙ୍ଗକୁ ଆଘାତ କରିଥାଏ। ଏହା ଛୋଟ ପିଲା, ମହିଳା ଏବଂ ପୁରୁଷଙ୍କୁ ହୋଇପାରେ। କିନ୍ତୁ, ମହିଳାଙ୍କଠାରେ ଏହା ହେବାର ଆଶଙ୍କା ଅଧିକ। ଲୁପସ୍‌ ରୋଗ କ’ଣ, ଏହାକୁ ଚିହ୍ନିବେ କେମିତି? ଆସନ୍ତୁ, ରୁମାଟୋଲୋଜିଷ୍ଟ ଡାକ୍ତର ଦେବାଶିଷ ପାତ୍ରଙ୍କଠାରୁ ଅଧିକ ଜାଣିବା।