ପାଦରେ ଫୁଲା ରହୁଛି କି? | Feet Swelling in Odia | Swollen Foot: Treatment | Dr Shakti Swaroop
About this video
ଦୀର୍ଘ ସମୟ ଛିଡ଼ା ହେବା, ବସି ରହିବା ଯୋଗୁଁ ବା ଗର୍ଭାବସ୍ଥା ତଥା ଅନ୍ୟାନ୍ୟ କାରଣ ଯୋଗୁଁ ପାଦରେ ଫୁଲା ରହିଥାଏ। ଯଦି ଏହି ଫୁଲା କିଛି ସମୟ ପାଇଁ ରହେ ତା’ହେଲେ ଏହା ଚିନ୍ତାର ବିଷୟ ନୁହେଁ, କିନ୍ତୁ ଏହି ଫୁଲା ଅଧିକ ଦିନ ଧରି ରହିଲେ ଏହା ଚିନ୍ତାର ବିଷୟ। ଆସନ୍ତୁ, ଏନେଇ ଅଧିକ ଜାଣିବା ବଶିଷ୍ଟ ଅସ୍ଥି ଶଲ୍ୟ ବିଶେଷଜ୍ଞ ଡାକ୍ତର ଶକ୍ତି ସ୍ଵରୂପଙ୍କଠାରୁ, ଏହି ଭିଡିଓରେ।