ରୁମାଟଏଡ୍ ଆର୍ଥ୍ରାଇଟିସ୍ର ସଫଳ ଚିକିତ୍ସା | Rheumatoid Arthritis in Odia | Prof Dr Jyoti Ranjan Parida
About this video
ପ୍ରତି ୧୦୦ ଜଣରେ ଜଣେ ରୁମାଟଏଡ୍ ଆର୍ଥ୍ରାଇଟିସ୍ରେ ପୀଡ଼ିତ। ରୁମାଟଏଡ୍ ଆର୍ଥ୍ରାଇଟିସ୍ ହେଉଛି ଏକ ପ୍ରକାର ଅଟୋଇମ୍ୟୁନ୍ ରୋଗ। ଏହି ରୋଗରେ ଶରୀରର ବିଭିନ୍ନ ଗଣ୍ଠିରେ ଯନ୍ତ୍ରଣା ସହିତ ଗଣ୍ଠି ଫୁଲିଯାଇଥାଏ ଓ ଏହାର ଚିକିତ୍ସା ହୋଇ ନପାରିଲେ ଗଣ୍ଠି ବଙ୍କା ମଧ୍ୟ ହୋଇପାରେ। ତେବେ ରୁମାଟଏଡ୍ ଆର୍ଥ୍ରାଇଟିସ୍ କ’ଣ, ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ରୁମାଟୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।